ତାଲା ବନ୍ଦ ର ଅଭିଜ୍ଞତା

picture of boy near pond



ଏହି ଆଧୁନିକ ଯୁଗର ତୀବ୍ର ଗତି ମଧ୍ୟ ରେ ସମସ୍ତେ ନିଜର ମନ ରେ କିଛି ଟା  ମଜା ମସ୍ତି କୁ ଖୋଜି ହେଉଥିଲେ। ସମସ୍ତଙ୍କୁ ଛୁଟି ଦର୍କାର ଥିଲା , କିନ୍ତୁ ଏପରି ନୁହଁ । ଏ ସମୟରେ ମୋ ପାଖେ ମୋ  ମମି ବାପା ଏବଂ ବନ୍ଧୁ ବାନ୍ଧବ ଅଛନ୍ତି । କିନ୍ତୁ କିଛି ଲୋକ  ଯେଉଁ ମାନଙ୍କୁ ମନ ଖୋଜୁଛି  ସେମାନେ ହେଉଛନ୍ତି ସାଙ୍ଗ , ସେମାନଙ୍କ ସହ କଟାଇଥିବା ପ୍ରତିଟି ମୁହୂର୍ତ, ତାଙ୍କ ସହ ବିତାଇଥିବା ସେଇ ମଜା ମସ୍ତି ଅତ୍ୟନ୍ତ ସ୍ମରଣୀୟ ଅଟେ ।

 ସେମାନଙ୍କ ସହ ଦେଖା କରିବାର ଗୋଟେ ମାତ୍ର ବାଟ ହେଇଚି ସୋସିଆଲ ମିଡ଼ିଆ । ଦିଗତ ପାଞ୍ଚ ବର୍ଷ ହବ ମୁ ଘର ଛାଡ଼ି ବାହାରକୁ ପଢିବା ପାଇଁ ଆସି ଯାଇଛି , ଏହି  ସମୟ ମଧ୍ୟରେ ମୁ ମୋ ପରିବାର ସହ ଠିକ ଭାବରେ କଥା ହେଇ ପାରେନି କି ସମୟ ବି ଦେଇ ପାରେନି , ଏବଂ ଘରକୁ ଛୁଟି ରେ ଆସିଲେ ମଧ୍ୟ କିଛି ଦିନ ରହି ଫେରି ଯାଏ ,  ଯୋଉଥିପାଇଁ ମୋ ମମି ସବୁବେଳେ ମନ ଦୁଃଖ କରନ୍ତି , ଯେହେତୁ ଦୁଇ ମାସ ହବ ମୁ ଘରେ ଅଛି ମୋ ମମି ଖୁସି ରେ ଅଛନ୍ତି , ସବୁ ମା ଭି ମୋ ମମି ଭଳିଆ , ସେ ଇଚ୍ଛା କରନ୍ତି କି ତାଙ୍କ ପିଲା ତାଙ୍କ ସହ ସବୁବେଳେ ରୁହନ୍ତୁ ବୋଲି । 

 ବସି ବସି ମୋତେ କିଛି ନୂଆ ଜିନ୍ସ ଅନୁଭବ କରିବାକୁ ମିଳିଲା । ମୁ ସୂର୍ଯ୍ୟଦୟ ଓ ସୂର୍ୟସ୍ତକୁ ଦେଖିଲେ ସେ ଅତ୍ୟନ୍ତ ବିରଳ ଦୃଶ୍ୟ ଦେଖିକି ଆଖି ଭରି ଯାଉଛି , ସେହି ସମୟର ଦୃଶ୍ୟ ମନଲୋଭା ଅଟେ , ପକ୍ଷୀ ମାନଙ୍କର ସେ ଶବ୍ଦ ଓ ସେ ଭିନ୍ନ ପ୍ରକାର ର ବାଦଲ ଗୁଡ଼ିକୁ ବିରାଟ ଆକାଶ ରେ ଭାସି ଯାଉଥିବାର ଦେଖି ମୋ ମନକୁ ଆତ୍ୟନ୍ତ ଆନନ୍ଦ ମିଳୁଛି। ଧୀରେ ଧୀରେ ସମସ୍ତ ଦୋକାନ ବଜାର ଖୋଲିଲାଣି । ଆରାମ କେବଳ ସରକାରଙ୍କ ଦ୍ୱାରା ଦିଆ ଯାଇଛି , ମହାମାରୀ କରନା ଏବେ ବି ଆମ ଚାରି ପାଖେ ଘୁରି ବୁଲୁଛି ଏବଂ ଦିନକୁଦିନ ବଢ଼ିବାରେ ଲାଗିଛି।ସଚେତନତା ଅବଲମ୍ବନ କରନ୍ତୁ ଓ ସୁରକ୍ଷିତ ରୁହନ୍ତୁ। 

ଜୟ ଜଗନ୍ନାଥ  🙏

TRANSLATION

Lockdown- an experience

 In the midst of the rapid pace of this modern age, everyone was looking for some recreation. Everyone wanted a vacation, but not like this. At this point, I have my mom, dad, and family with me. But someone whom my heart keeps looking for is friends. Every moment spent with them is memorable. The only way to meet them is through social media. For the past five years I have been away from home to study, during which, I have not been able to speak to my family properly, and I have not been able to spend time with them, and even when I come home on vacation, I stay for a few days and return, which is why my mother is always sad.

 "Since I've been at home for two months, my mom is happy, every mother is like my mom, they want their kid to be with them all the time."While staying at home, I got to experience some new things. I am amazed to see the sunrise and sunset, which are very rare to see, the view of that time is captivating, the sound of the birds and the different types of clouds floating in the vast sky amaze me a lot. Gradually all the shops and markets are opening. Relief has only been provided by the government, the epidemic is still circulating around us and is increasing day by day. Beware and be safe.

Jai Jagannath
Dhairya Mehta

अनजान राहों में, कहानियों के ज़रिये मिलेंगे हम ये वादा है।

Post a Comment

If you have any queries, you can contact us.

Previous Post Next Post